୧୪ମିନିଟ୍‌ ପର୍ଯ୍ୟନ୍ତ ରାଡର୍‌ରୁ ଉଭେଇ ଗଲା ସୁଷମାଙ୍କ ବିମାନ !

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଭିଆଇପି ଏୟାରକ୍ରାପ୍ଟ ମେଘଦୁତ ସହିତ ସମ୍ପର୍କ ହୋଇ ନପାରିବାରୁ ଶନିବାର ଅଥରିଟି ସଙ୍କଟରେ ପଡ଼ି ଯାଇଥିଲେ। ଏହି ଏୟାରକ୍ରାପ୍ଟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତ୍ରୀବେନ୍ଦ୍ରମରୁ ମରିସସ ଅଭିମୁଖେ ଯାତ୍ରା କରୁଥିଲେ। ବୈଦେଶିକ ମନ୍ତ୍ରୀ ଦକ୍ଷିଣ ଆଫ୍ରିକାଗ୍ରସ୍ତରେ ଯାଇଥିଲେ। ସୁଷମା ସ୍ୱରାଜଙ୍କ ଏୟାରକ୍ରାପ୍ଟ ସହିତ ପାଖାପାଖି ୧୨ରୁ ୧୪ ମିନିଟ୍‌ ପର୍ଯ୍ୟନ୍ତ ସମ୍ପର୍କ କରାଯାଇ ପାରି ନଥିଲା। ଏହି ମାମଲା ସହିତ ଜଡ଼ିତ ଥିବା ଅଧିକାରୀଙ୍କ … Continue reading ୧୪ମିନିଟ୍‌ ପର୍ଯ୍ୟନ୍ତ ରାଡର୍‌ରୁ ଉଭେଇ ଗଲା ସୁଷମାଙ୍କ ବିମାନ !